Wednesday, April 8, 2026
22.9 C
Odisha

    ପହଲଗାମ ଆକ୍ରମଣକାରୀଙ୍କୁ ଧରିବାକୁ ଶ୍ରୀଲଙ୍କାରେ ତଲାସୀ

    ଆଗକୁ ପଢନ୍ତୁ

    କଲମ୍ବୋ : ପହଲଗାମ ଆକ୍ରମଣକାରୀଙ୍କୁ ଧରିବାକୁ ଶ୍ରୀଲଙ୍କାରେ ତଲାସୀ କରାଯାଇଥିଲା। ଚେନ୍ନାଇରୁ କଲମ୍ବୋ ବିମାନବନ୍ଦରରେ ପହଞ୍ଚିଥିବା ଏକ ବିମାନରେ ଖାନତଲାସୀ କରାଯାଇଥିଲା। ବିମାନରେ ପହଲଗାମ ଆକ୍ରମଣର ୬ଜଣ ସନ୍ଦିଗ୍ଧଥିବା ଗୁଇନ୍ଦା ସୂଚନା ଆଧାରରେ ଛାନଭିନ କରାଯାଇଥିବା ସୂଚନା ମିଳିଛି। ବିମାନ ଖାନତଲାସୀ କଥା ଶ୍ରୀଲଙ୍କା ଏୟାରଲାଇନ୍ସ ସ୍ୱୀକାର କରିଛି। ବିମାନ ଯାଞ୍ଚ ଯୋଗୁଁଁ ପରବର୍ତ୍ତି ଉଡ଼ାଣ ମଧ୍ୟ ବିଳମ୍ବ ହୋଇଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ