Wednesday, August 20, 2025
28.3 C
Odisha

    ପିପିଲିରେ ବାର୍ଡ଼ ଫ୍ଲୁ , ତଦନ୍ତ କରୁଛନ୍ତି ୧୩ ଜଣିଆ ଡାକ୍ତର ଟିମ

    ଆଗକୁ ପଢନ୍ତୁ

    ପିପିଲି : ବାର୍ଡ଼ ଫ୍ଲୁ ପରେ କୁକୁଡ଼ା ମରା ଅଭିଯାନ। ପିପିଲିରେ ବାର୍ଡ଼ ଫ୍ଲୁ । ଘଟଣାର ତଦନ୍ତ କରୁଛନ୍ତି ୧୩ ଜଣିଆ ଡାକ୍ତର ଟିମଙ୍କ ସମେତ ପିପିଲି ପ୍ରାଣୀ ଚିକିତ୍ସା ଅଧିକାରୀ । ପିପିଲିରେ ୪୭ଟି କୁକୁଡ଼ା ଫାର୍ମରୁ ପାଖାପାଖି ୨୦ ହାଜରରୁ ଅଧିକ କୁକୁଡ଼ା ମରାଯିବା ଅନୁମାନ । ଆଜି ଦ୍ୱିତୀୟ ଦିନରେ ୪ ହଜାର ୭୪୯ କୁକୁଡ଼ା ମରାଯାଇଛି । ଜନବସତି ଠାରୁ ଦୂରକୁ ନେଇ ଗାତ ଖୋଳି ପୋତା ଯାଉଛି ।

    ପିପିଲିକୁ ୧୧ଟି ପ୍ରବେଶ ପଥ ରହିଥିବା ବେଳେ ସମସ୍ତ ପ୍ରବେଶ ପଥକୁ ସିଲ କରିବା ପାଇଁ ବିଭାଗ ପକ୍ଷରୁ ଜ଼ିଲ୍ଲାପାଳଙ୍କ ଅନୁରୋଧ କରାଯିବ ବୋଲି କଟକ ସ୍ଥିତ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗ ଅତିରିକ୍ତ ନିର୍ଦେଶକ ଜଗନ୍ନାଥ ନନ୍ଦ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.3 ° C
    28.3 °
    28.3 °
    79 %
    1.6kmh
    96 %
    Wed
    29 °
    Thu
    31 °
    Fri
    26 °
    Sat
    24 °
    Sun
    27 °

    ସମ୍ବନ୍ଧିତ