Thursday, October 23, 2025
24.1 C
Odisha

    ପିସି ନେଇ ଫେରୁଥିଲେ ନୂଆପଡା ଏମ ଭି ଆଇ ବାଟରେ ମାଡି ବସିଲା ଭିଜିଲାନ୍ସ

    ଆଗକୁ ପଢନ୍ତୁ

    ଟଙ୍କାସହ ଭିଜିଲାନ୍ସ ଜାଲରେ ଧରାପଡିଲେ ନୂଆପଡା ଏମଭିଆଇ । ୧ଲକ୍ଷ ୩୨ ହଜାର ସହ ନୂଆପଡା ଏମଭିଆଇ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡିଛି । ଧରାପଡିଥିବା ଏମଭିଆଇଙ୍କ ନାମ ବିଜୟ ବେହୁରିଆ ବୋଲି ଜଣାପଡିଛି । ତେବେ ଏତେ ସଂଖ୍ୟକ ଟଙ୍କା ପିସି ଆକାରରେ ଆଦାୟ କରିଥିବା ନେଇ ସନ୍ଦେହ କରିଥିଲା ଭିଜିଲାନ୍ସ । ତେବେ ଟଙ୍କା ନେଇ ସେ ମଧ୍ୟ ଭିଜିଲାନ୍ସ କର୍ମଚାରୀଙ୍କ ସଠିକ୍ ଉତ୍ତର ଦେଇପାରି ନଥିଲେ । ନୂଆପଡାରୁ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧାରେ କାବୁ କରିଛି ଅବକାରୀ ବିଭାଗ । ତାଙ୍କ ଠାରୁ ଟଙ୍କା ଜବତ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ଟଙ୍କା ସହ ରହିଥିବାରୁ ସନ୍ଦେହ କରି ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ ବିଭାଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    80 %
    1.6kmh
    97 %
    Thu
    24 °
    Fri
    30 °
    Sat
    29 °
    Sun
    29 °
    Mon
    29 °

    ସମ୍ବନ୍ଧିତ