Friday, March 20, 2026
21.1 C
Odisha

    ପୁଣି ଧକ୍କା ଦେଲା ମୋ ବସ୍‌

    ଆଗକୁ ପଢନ୍ତୁ

    କଟକ : ପୁଣି ମୋ ବସ୍ ଧକ୍କାରେ ଆହତ ହେଲେ ବ୍ୟକ୍ତି । କଟକ ମାଲାଚଣ୍ଡିଆ ଛକ ନିକଟରେ ଜଣେ ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଲା ମୋ ବସ୍ ।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୋ ବସ୍ ଡ୍ରାଇଭରଙ୍କୁ ଥାନାକୁ ନେଇଥିବା ଜଣାପଡ଼ିଛି । ଦିନକୁ ଦିନ ମୋ ବସ୍ ଗାଡ଼ି ଚାଳକଙ୍କ ଏପରି ବେପାରୁଆ ଗାଡ଼ି ଚାଳନାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜନସାଧାରଣ ।ଏପରି ଚାଳକଙ୍କ ପାଇଁ ଅନେକ ବ୍ୟକ୍ତି ଦୁର୍ଘଟଣାର ଶିକାର ହେଉଛନ୍ତି ଯାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି । ଏମିତି ହେଲେ ରାସ୍ତାରେ ଯିବା ଅସମ୍ଭବ ହୋଇପଡିବ ବୋଲି ଜନସାଧାରଣ ବ୍ୟକ୍ତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.1 ° C
    21.1 °
    21.1 °
    77 %
    0.5kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ