Thursday, March 12, 2026
23.5 C
Odisha

    ପୁଣି ନୂଆପଡ଼ା ପ୍ରଚାର ପାଇଁ ଯିବେ ବିଜେଡି ସୁପ୍ରିମୋ, ଏନେଇ ଭିଡିଓ ବାର୍ତ୍ତା କଲେ ଜାରି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଧନ୍ୟବାଦ ଜଣାଇଲେ, ୭ରେ ଗସ୍ତ ଘୋଷଣା କଲେ ନବୀନ । ଆସନ୍ତା ୭ ତାରିଖରେ ପୁଣି ନୂଆପଡ଼ା ପ୍ରଚାର ପାଇଁ ଯିବେ ନବୀନ । ନୂଆପଡ଼ା ଓ ଖରିଆରରୋଡରେ ପ୍ରଚାର କରିବେ । ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଆପଣମାନଙ୍କ ସହ ମୁଁ ଦୁଇପଦ କଥା ହେବି । ଆଉ ଆପଣମାନଙ୍କର ଆଶୀର୍ବାଦ ମାଗିବି । ପୂର୍ବରୁ ଗତ ୩ ତାରିଖରେ ନବୀନ କୋମନାରେ ନିର୍ବାଚନ ପ୍ରଚାର କରିଥିଲେ । କୋମନା ସଭା ପାଇଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ବୋଲି ନବୀନ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    22 %
    1.3kmh
    0 %
    Wed
    24 °
    Thu
    38 °
    Fri
    39 °
    Sat
    40 °
    Sun
    37 °

    ସମ୍ବନ୍ଧିତ