Friday, January 9, 2026
13.3 C
Odisha

    ପୁଣି ପୁରୀ ଶ୍ରୀମନ୍ଦିରରୁ ସ୍ପାଏ କ୍ୟାମେରା ଜବତ, ଗୁଜରାଟର ବିପୂଲ୍ ପଟେଲ ଗିରଫ

    ଆଗକୁ ପଢନ୍ତୁ

    ପୁରୀ : ପୁଣି ପୁରୀ ଶ୍ରୀମନ୍ଦିରରୁ ସ୍ପାଏ କ୍ୟାମେରା ଜବତ । ହିଡେନ କ୍ୟାମେରା ଦ୍ବାରା ଶ୍ରୀମନ୍ଦିର ଭିତରେ ଫଟୋ ଉଠାଉଥିବା ଗୁଜରାଟର ବିପୂଲ୍ ପଟେଲ ଗିରଫ । ହିଡେନ କ୍ୟାମେରା ଥିବା ଚଷମା ଓ ମୋବାଇଲ ଫୋନ୍ ଜବତ । ଗିରଫ ବ୍ୟକ୍ତି ପୁରୀର ଏକ ହୋଟେଲରେ ଅବସ୍ଥାନ କରିବା ସହ ହୋଟେଲରେ ଥିବା ମୋବାଇଲ ଫୋନ୍ ଦ୍ଵାରା ହିଡେନ କ୍ୟାମେରା ଅପରେଟ କରିଥିଲେ । ସେ ଅଗଷ୍ଟ ୩ ତାରିଖରୁ ଉକ୍ତ ହୋଟେଲରେ ରହୁଛନ୍ତି । ଆଜି ସିଂହଦ୍ଵାର ଥାନା ସବ ଇନ୍ସପେକ୍ଟର ଓ ଜେଟିପି ପୋଲିସ ତାଙ୍କୁ ଚିହ୍ନଟ କରି ଶ୍ରୀମନ୍ଦିର ସିଂହଦ୍ଵାର ଥାନା ପୋଲିସର ଜିମା ଦେଇଥିଲେ । ଆଜି ଅପରାହ୍ନରେ ଏହି ଘଟଣା ଘଟିଥିବା ସିଂହଦ୍ଵାର ଥାନା ପୋଲିସ ସୂଚନା ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    13.3 ° C
    13.3 °
    13.3 °
    31 %
    1.9kmh
    21 %
    Thu
    13 °
    Fri
    25 °
    Sat
    26 °
    Sun
    27 °
    Mon
    29 °

    ସମ୍ବନ୍ଧିତ