Tuesday, November 4, 2025
19.6 C
Odisha

    ପୁରୀ ଦଳାଚକଟା ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ କହିଲେ ରାହୁଲ ଗାନ୍ଧି

    ଆଗକୁ ପଢନ୍ତୁ

    ପୁରୀ : ପୁରୀ ଦଳାଚକଟା ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସୋସିଆଲ ମିଡିଆ ଏକ୍ସରେ ଏନେଇ ପୋଷ୍ଟ କରି ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି । ଆହତ ମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ରାହୁଲ।

    ଏହି ଅଘଟଣକୁ ଗମ୍ଭୀର ଚେତାବନୀ ବୋଲି ଉଦବେବ ପ୍ରକାଶ କରିଛନ୍ତି ରାହୁଲ। ବଡ଼ ବଡ଼ ଆୟୋଜନରେ ସୁରକ୍ଷା ଓ ଭିଡ଼ ପରିଚାଳନାର ବ୍ୟବସ୍ଥା ଗମ୍ଭୀରତାର ସହ ପ୍ରସ୍ତୁତି କରିବା ଜରୁରୀ । ଏଭଳି ଆୟୋଜନର ସମୀକ୍ଷା କରାଯିବା ଉଚିତ। ଜୀବନ ରକ୍ଷା ସର୍ବୋପରି ଓ ଦାୟିତ୍ବରେ ତ୍ରୁଟି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ରାହୁଲ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.6 ° C
    19.6 °
    19.6 °
    70 %
    1.2kmh
    100 %
    Tue
    27 °
    Wed
    27 °
    Thu
    28 °
    Fri
    27 °
    Sat
    27 °

    ସମ୍ବନ୍ଧିତ