Thursday, October 8, 2026
30.4 C
Odisha

    ପୁଷ୍କରା ଶ୍ରେଷ୍ଠ ଚଳଚ୍ଚିତ୍ର ; ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପୁଷ୍କରା ଶ୍ରେଷ୍ଠ ଚଳଚ୍ଚିତ୍ର। ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା କରାଯାଇଛି। ପୁଷ୍କରା ଓ ମାଇଁ ସୁଇଟ୍ ହାଉସ୍ ୱାଇଫ୍ ଶ୍ରେଷ୍ଠ ଚଳଚ୍ଚିତ୍ର। ଏନେଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି। ୨୦୨୪ ପାଇଁ ‘ଆଶ୍ରମ’ ଶ୍ରେଷ୍ଠ ଚଳଚ୍ଚିତ୍ର। ତରଙ୍ଗ ପ୍ରଯୋଜିତ ଦୁଇ ଚଳଚ୍ଚିତ୍ରକୁ ମିଳିଲା ଶ୍ରେଷ୍ଠ ପୁରସ୍କାର। ‘ପୁଷ୍କରା’ର ଅଭିନେତ୍ରୀ ସୁପ୍ରିୟା ୨୦୨୩ର ଶ୍ରେଷ୍ଠ ଅଭିନେତ୍ରୀ। ହରିହର ମହାପାତ୍ର ୨୦୨୩ର ଶ୍ରେଷ୍ଠ ଅଭିନେତା। ମୋ ବୋଉ ମୋ ଗାଁକୁ ପ୍ରାମାଣିକ ଚଳଚ୍ଚିତ୍ର ସମ୍ମାନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.4 ° C
    30.4 °
    30.4 °
    58 %
    3.2kmh
    4 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ