Monday, April 6, 2026
23.4 C
Odisha

    ପୋଖରୀରେ ପଡ଼ି ଶିଶୁ ପୁତ୍ର ମୃତ

    ଆଗକୁ ପଢନ୍ତୁ

    ବାସୁଦେବପୁର :ଭଦ୍ରକ ବାସୁଦେବପୁର ନାୟକାଣିଡ଼ିହି ଥାନା କାଶୀପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ପଡ଼ି ଏକ ଶିଶୁପୁତ୍ରର ଜୀବନ ଚାଲିଯାଇଛି। ମୃତକ ଜଣକ ଦାଶରଥି ପଲାଇଙ୍କ ଅଢେଇ ବର୍ଷର ପୁଅ ଶ୍ୟାମସୁନ୍ଦର ବୋଲି ଜଣାପଡିଛି। ଶ୍ୟାମସୁନ୍ଦର କିଛି ପିଲାଙ୍କ ସହ ଗାଁ ଦାଣ୍ଡରେ ଖେଳୁଥିଲା। ପରିବାର ଲୋକଙ୍କ ଅଗୋଚରରେ ପାଖରେ ଥିବା ଏକ ପୋଖରୀରେ ପଡିଯାଇଥିଲା। ବହୁ ଖୋଜାଖୋଜି କରି ପୋଖରୀରୁ ଶିଶୁଟିକୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    69 %
    1.1kmh
    3 %
    Mon
    38 °
    Tue
    35 °
    Wed
    37 °
    Thu
    37 °
    Fri
    37 °

    ସମ୍ବନ୍ଧିତ