Sunday, November 1, 2026
22.4 C
Odisha

    ପୋଖରୀରେ ପଡ଼ି ଶିଶୁ ପୁତ୍ର ମୃତ

    ଆଗକୁ ପଢନ୍ତୁ

    ବାସୁଦେବପୁର :ଭଦ୍ରକ ବାସୁଦେବପୁର ନାୟକାଣିଡ଼ିହି ଥାନା କାଶୀପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ପଡ଼ି ଏକ ଶିଶୁପୁତ୍ରର ଜୀବନ ଚାଲିଯାଇଛି। ମୃତକ ଜଣକ ଦାଶରଥି ପଲାଇଙ୍କ ଅଢେଇ ବର୍ଷର ପୁଅ ଶ୍ୟାମସୁନ୍ଦର ବୋଲି ଜଣାପଡିଛି। ଶ୍ୟାମସୁନ୍ଦର କିଛି ପିଲାଙ୍କ ସହ ଗାଁ ଦାଣ୍ଡରେ ଖେଳୁଥିଲା। ପରିବାର ଲୋକଙ୍କ ଅଗୋଚରରେ ପାଖରେ ଥିବା ଏକ ପୋଖରୀରେ ପଡିଯାଇଥିଲା। ବହୁ ଖୋଜାଖୋଜି କରି ପୋଖରୀରୁ ଶିଶୁଟିକୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.4 ° C
    22.4 °
    22.4 °
    96 %
    1.4kmh
    31 %
    Sun
    22 °
    Mon
    24 °
    Tue
    29 °
    Wed
    26 °
    Thu
    25 °

    ସମ୍ବନ୍ଧିତ