Sunday, April 12, 2026
31.2 C
Odisha

    ପ୍ରକାଶ ପାଇଲା instant ରେଜଲ୍ଟ , ପାସ ହାର ୯୦.୫୭ %

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପ୍ରକାଶ ପାଇଲା +୨ ତତ୍କାଳ ପରୀକ୍ଷା ଫଳ । ସମୁଦାୟ ୧୦୦୮ ପରୀକ୍ଷାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମୁଦାୟ ୯୧୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସମୁଦାୟ ପାସ୍ ହାର ରହିଛି ୯୦.୫୭ % । ଚଲିତ ବର୍ଷ ବିଜ୍ଞାନ ରେ ୮୯.୩୬% ,କଳାରେ ୯୦.୫୦ % ବାଣିଜ୍ୟରେ ୯୩.୯୮ % ,ଧନ୍ଦା ମୁଳକ ୯୦.୬୨ % ପାସ ହାର ରହିଚି । ପ୍ରଥମ ଶ୍ରେଣୀ ରେ ୧୯୯ ଜଣ, ଦ୍ୱିତୀୟ ଶ୍ରେଣୀ ରେ ୪୧୩ ଜଣ ଓ ତୃତୀୟ ଶ୍ରେଣୀ ରେ ୩୦୧ ଜଣ ଉର୍ତ୍ତିନ ହୋଇଛନ୍ତି । ବାଳିକା ଙ୍କ ପାସ ହାର ୯୨.୯୧% ହୋଇଥିବା ବେଳେ ବାଳକ ଙ୍କ ପାସ ହାର ୮୮.୪୩ % ରହିଚି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.2 ° C
    31.2 °
    31.2 °
    15 %
    1.2kmh
    0 %
    Sun
    33 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ