Friday, February 20, 2026
34 C
Odisha

    ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ । ପ୍ରାୟ 24 ଲକ୍ଷ ପିଲା ପରୀକ୍ଷା ଦେଇଥିଲେ ।ତେଣୁ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଫିସିଆଲ ୱେବସାଇଟneet.nta.nic.in କୁ ଯାଇ ରେଜଲ୍ଟ ଚେକ୍ କରିପାରିବେ । ପରୀକ୍ଷାର୍ଥୀ ଇମେଲ ଜରିଆରେ ସ୍କୋର କାର୍ଡ ଦେଖିପାରିବେ ।

    -ପ୍ରଥମେ ATA ର ଅଫିସିଆଲ୍ ୱେବସାଇଟ୍ କୁ ଯାଆନ୍ତୁ।

    -ଏଠାରେ ହୋମ୍ ପେଜ୍ ରେ NEET UG 2025 Result ର ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

    -ଏବେ ଆଡମିଟ୍ କାର୍ଡ ନମ୍ବର ଏବଂ ଜନ୍ମ ତାରିଖ ଲେଖି ଦାଖଲ କରନ୍ତୁ। ଏହା କରିବା ପରେ, ଫଳାଫଳ ଆସିବ।

    -ଏହାକୁ ଡାଉନଲୋଡ୍ କରନ୍ତୁ ଏବଂ ଏହାର ପ୍ରିଣ୍ଟଆଉଟ୍ ନିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34 ° C
    34 °
    34 °
    14 %
    2.9kmh
    2 %
    Fri
    33 °
    Sat
    35 °
    Sun
    36 °
    Mon
    35 °
    Tue
    33 °

    ସମ୍ବନ୍ଧିତ