Tuesday, October 27, 2026
24 C
Odisha

    ପ୍ରତାପଙ୍କୁ ଟକର ଦେବେ ଲେଖାଶ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପ୍ରକାଶ ପାଇଛି ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୯ ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନ ପାଇଁ ପ୍ରକାଶ ପାଇଛି ତାଲିକା । ତେବେ ବାଲେଶ୍ବର ଲୋକସଭା ଆସନ ପାଇଁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି ବିଜେଡି । ବିଜେପି ଏହି ଆସନରେ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି । ତେବେ ୨୦୧୯ ନିର୍ବାଚନରେ ପ୍ରତାପ ଏଠାରେ ବିଜୟୀ ହୋଇଥିଲେ । ଏଥରକ ବିଜେଡିରୁ ପ୍ରଥମଥର ଲାଗି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଲେଖାଶ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    72 %
    5.1kmh
    100 %
    Tue
    23 °
    Wed
    22 °
    Thu
    22 °
    Fri
    27 °
    Sat
    28 °

    ସମ୍ବନ୍ଧିତ