Saturday, September 12, 2026
24 C
Odisha

    ପ୍ରତ୍ୟାହୃତ ହେଲା ବସ ଧର୍ମଘଟ, ଆଲୋଚନା ପରେ ଘରୋଇ ବସ ମାଲିକ ସଙ୍ଘର ନିଷ୍ପତ୍ତି

    ଆଗକୁ ପଢନ୍ତୁ

    କଟକ : ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ଧର୍ମଘଟ ପତ୍ୟାହାର । ସରକାରଙ୍କ ସହ ସକାରାତ୍ମକ ଆଲୋଚନା ପରେ ସଂଘ ଏହି ନିଷ୍ପତ୍ତି ନେଇଛି । ସରକାର ଆମ ଦାବୀ ମାନି ନେଇଛନ୍ତି ବୋଲି କହିଛି ସଂଘ ।
    ରାଜ୍ୟ ଘରୋଇ ବସ ମାଲିକ ସଙ୍ଘର ବସ ଧର୍ମଘଟ ନିଷ୍ପତ୍ତିରୁ ଓ଼ହାରିଲା ସଙ୍ଘ । ଗତକାଲି ସରକାରଙ୍କ ସହିତ ଆଲୋଚନା ସଫଳ ହୋଇଥିଲା। ଆଜି ସନ୍ଧ୍ୟାରେ ଘରୋଇ ବସ ମାଲିକ ସଙ୍ଘର ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ବସ ସେବା ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ଚଲାଇବା ନିଷ୍ପତ୍ତିକୁ ବିରୋଧ କରିଥିଲା ସଙ୍ଗ । ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ପରିବହନ ସଚିବ ଓ ପରିବହନ କମିଶନର ସହିତ ଆଲୋଚନା କରିଥିଲା ଘରୋଇ ବସ ମାଲିକ ସଙ୍ଘ । ଆଜିର ବୈଠକରେ ବସ ଧର୍ମଘଟରୁ ଓହରିବ ବୋଲି ସଙ୍ଘ ନିଷ୍ପତ୍ତି ନେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    97 %
    2.2kmh
    100 %
    Fri
    24 °
    Sat
    25 °
    Sun
    30 °
    Mon
    31 °
    Tue
    30 °

    ସମ୍ବନ୍ଧିତ