Friday, February 27, 2026
17.9 C
Odisha

    ପ୍ୟାରିସ୍ ଅଲମ୍ପିକ୍ସ ୨୦୨୪: ହକିରେ ଡ୍ର’ ରହିଲା ଭାରତ-ଆର୍ଜେଣ୍ଟିନା ମ୍ୟାଚ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୨୦୨୪ ପ୍ୟାରିସ୍ ଅଲମ୍ପିକ୍ସରେ ହକିର ଦ୍ୱାଦଶ ମ୍ୟାଚ୍‌ରେ ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଡ୍ର ରହିଛି। ସମସ୍ତ ଚେଷ୍ଟା ସ‌‌ତ୍ତ୍ବେ ଆର୍ଜେଣ୍ଟିନା ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏହି ଅଗ୍ରଣୀ ବଜାୟ ରଖିବାରେ ସଫଳ ହୋଇଥିଲା। ତେବେ ମ୍ୟାଚ୍ ୨ ମିନିଟରୁ କମ୍ ସମୟ ବାକି ଥିବାବେଳେ ହରମାନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତିକୁ ୧-୧କୁ ଆଣିଥିଲେ। ଏହି ମ୍ୟାଚ୍‌ରେ ଭାରତକୁ ୧୦ ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଟିମ୍ ଇଣ୍ଡିଆ କେବଳ ଗୋଟିଏ ଗୋଲ୍ ସ୍କୋର କରିପାରିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ଗୋଟିଏ ଗୋଲ ସ୍କୋର କରିଥିଲ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.9 ° C
    17.9 °
    17.9 °
    34 %
    1.5kmh
    5 %
    Fri
    33 °
    Sat
    35 °
    Sun
    37 °
    Mon
    37 °
    Tue
    38 °

    ସମ୍ବନ୍ଧିତ