Tuesday, April 7, 2026
35.3 C
Odisha

    ଫେବୃଆରୀ ୧୯ରେ ମାଟ୍ରିକ ପରୀକ୍ଷା, ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅଧିକ ୧୫ ମିନିଟ୍

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଫେବୃଆରୀ ୧୯ରେ ହେବ ମାଟ୍ରିକ ପରୀକ୍ଷା ।   ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।  ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା ହୋଇଛି ।  ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।  ଫେବୃୟାରୀ ୧୯ ତାରିଖରେ ମାତୃ ଭାଷା ପରୀକ୍ଷା ହେବ ।  ୨୦ ତାରିଖରେ ସଂସ୍କୃତ ବ୍ୟାକରଣ ଓ ଦର୍ଶନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୨୧ ତାରିଖରେ ଇଂରାଜୀ ଓ ୨୩ରେ ସଂସ୍କୃତ ଭାଷା ପରୀକ୍ଷା ହେବ ।  ୨୪ ତାରିଖରେ ପ୍ରୟୋଗାତ୍ମକ ସଂସ୍କୃତ ଏବଂ ୨୫ରେ ବିଜ୍ଞାନ ପରୀକ୍ଷା ହେବ ।  ୨୭ ରେ ସାମାଜିକ ବିଜ୍ଞାନ ଏବଂ ଜାନୁଆରୀ ୨ ତାରିଖରେ ଗଣିତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

     

    ମାଟ୍ରିକ୍ ପରୀକ୍ଷା ସୂଚୀ
    ଫେବୃଆରୀ-୧୯- ମାତୃଭାଷା (ଓଡ଼ିଆ/ହିନ୍ଦୀ)
    ଫେବୃଆରୀ -୨୦- ସଂସ୍କୃତ ବ୍ୟାକରଣ ଓ ଦର୍ଶନ
    ଫେବୃଆରୀ -୨୧- ଇଂରାଜୀ
    ଫେବୃଆରୀ -୨୩- ସଂସ୍କୃତ ସାହିତ୍ୟମ୍
    ଫେବୃଆରୀ -୨୪- ପ୍ରୟୋଗାତ୍ମକ ସଂସ୍କୃତ
    ଫେବୃଆରୀ -୨୫- ବିଜ୍ଞାନ
    ଫେବୃଆରୀ -୨୭- ସାମାଜିକ ବିଜ୍ଞାନ

    ମାର୍ଚ୍ଚ -୨- ଗଣିତ ପରୀକ୍ଷା

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ