Tuesday, April 7, 2026
27.6 C
Odisha

    ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ

    ଆଗକୁ ପଢନ୍ତୁ

    ନୀଳଗିରି : ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ । କେନାଲ କାମ ଚାଲିଥିବା ବେଳେ ବଜ୍ରପାତରେ ୩ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ଛତ୍ରପୁରରେ ଘଟିଛି ଅଘଟଣ । ମୃତ ଶ୍ରମିକଙ୍କ ମଧ୍ୟରେ ୨ ଜଣ ମହିଳା ଶ୍ରମିକ ଓ ଜଣେ ଜେସିବି ଅପରେଟର ଅଛନ୍ତି । ମହିଳା ଶ୍ରମିକଙ୍କ ଘର ବଢେଇପଲା ଅଞ୍ଚଳର ବୋଲି ସୂଚନା ରହିଛି । ସ୍ଥାନୀୟ ଲୋକେ ତାଙ୍କୁ ବରହମପୁର ମେଡିକାଲ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଦୁଇ ମହିଳା ହେଉଛନ୍ତି ବରହମପୁର ଥାନା ଅଧୀନ ଅଶୋକନାଳ ଗାଁର ମାମି ସିଂ ଓ ବଢେଇପଲା ଗାଁର ଆଲୁମଣି ସିଂ ବୋଲି ଜଣାପଡିଛି । ଜେସିବି ଅପେରଟରଙ୍କ ପରିଚୟ ଏଯାବତ ମିଳିପାରିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    54 %
    3kmh
    66 %
    Tue
    29 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ