Monday, March 30, 2026
33.2 C
Odisha

    ବଡ଼ ଧରଣର ଏନ୍‌କାଉଣ୍ଟର, ୧୨ ମାଓବାଦୀ ନିହତ

    ଆଗକୁ ପଢନ୍ତୁ

    ମୁମ୍ବାଇ: ମହାରାଷ୍ଟ୍ର ଗଡ଼ଚିରୋଲିରେ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ମହାରାଷ୍ଟ୍ର ପୁଲିସର ଏନ୍‌କାଉଣ୍ଟରରେ ୧୨ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ପ୍ରାୟ ଛଅ ଘଣ୍ଟା ଧରି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଚାଲିଥିଲା ଗୁଳିବିନିମୟ। ଯେଉଁଥିରେ ୧୨ମାଓବାଦୀ ନିହତ ହୋଇଥିବା ବେଳେ କିଛି ଅସ୍ତ୍ରଶସ୍ତ୍ର ଜବତ ହୋଇଛ। ଗୁଳିବିନିମୟ ବେଳେ ମଧ୍ୟ ଜଣେ ପୁଲିସ ଓ ଜଣେ ଯବାନ ଆହତ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ