Friday, September 11, 2026
27.3 C
Odisha

    ବଡ଼ ଭାଇର ଛୁରା ମାଡ଼ରେ ସାନ ଭାଇ ମୃତ

    ଆଗକୁ ପଢନ୍ତୁ

    ଟିଟିଲାଗଡ଼ : ବଡ଼ ଭାଇର ଛୁରା ମାଡ଼ରେ ସାନ ଭାଇ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଟିଟିଲାଗଡ଼ ନେହରୁ ନଗରରେ। ମୃତକ ହେଲେ ଜିତେନ୍ ମାଝୀ । ସୂଚନା ଅନୁଯାୟୀ, ନେହରୁ ନଗରର କପିଲ ମାଝୀ ଓ ଭାଇ ଜିତେନ ମାଝୀ ଦୁହେଁ ମଦ୍ୟପାନ କରିଥିଲେ । ମଦ୍ୟ ପାନ ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ବଡ଼ ଭାଇ କପିଲ ଏକ ଛୁରାରେ ଜିତେନକୁ ଆକ୍ରମଣ କରିଥିଲା । ଜିତେନକୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ଜିତେନକୁ ମୃତ ଘୋଷାଣ କରିଥିଲେ । ଟିଟିଲାଗଡ଼ ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    81 %
    1.6kmh
    97 %
    Fri
    27 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ