Thursday, June 25, 2026
30.5 C
Odisha

    ବଢ଼ିପାରେ ଖରାଛୁଟି, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ବଢ଼ିପାରେ ଖରାଛୁଟି । ଖରା ନକମିଲେ ବଢ଼ିପାରେ ଖରାଛୁଟି । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ପିଲାଙ୍କ ସୁରକ୍ଷା ଶିକ୍ଷା ବିଭାଗର ପ୍ରାଥମିକତା ବୋଲି କହିଛନ୍ତି ମନ୍ତ୍ରୀ । ସେହି ସମୟରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ କହିଛନ୍ତି ମନ୍ତ୍ରୀ । ପୂର୍ବରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା ।

    ଗତଦୁଇ ମାସ ତଳେ ସୂଚନାଥିଲା କି, ଏପ୍ରିଲ ୨୭ ରୁ ଖରାଛୁଟି ନେଇ ବଡ଼ ସୂଚନା ଦେଇଥିଲେ ମନ୍ତ୍ରୀ । ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଖରାଛୁଟି ଘୋଷଣା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ । ପାଣିପାଗର ସ୍ଥିତିକୁ ବିଚାର କରି ଆସନ୍ତା ଏପ୍ରିଲ ୨୭ ତାରିଖରୁ ରାଜ୍ୟରେ ଖରାଛୁଟି ଆରମ୍ଭ ହୋଇପାରେ ବୋଲି ମନ୍ତ୍ରୀ କହିଥିଲେ ।​  ଏ ସମ୍ପର୍କରେ ମନ୍ତ୍ରୀ ଗଣ୍ଡ ସୂଚନା ଦେଇ କହିଥିଲେ ଯେ, ଛୁଟିକୁ ଏନେଇ ଆଜି SRC ଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.5 ° C
    30.5 °
    30.5 °
    58 %
    2kmh
    43 %
    Thu
    30 °
    Fri
    38 °
    Sat
    38 °
    Sun
    38 °
    Mon
    36 °

    ସମ୍ବନ୍ଧିତ