Sunday, October 4, 2026
28.6 C
Odisha

    ବଢ଼ୁଛି ମହିଳା ଇଣ୍ଟରନେଟ୍‌ ବ୍ୟବହାରକାରୀ ସଂଖ୍ୟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତରେ ମହିଳା ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ପାଖାପାଖି ଦ୍ବିଗୁଣିତ ହୋଇଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେର ରିପୋର୍ଟରୁ ଜଣାପଡ଼ିଛି। ୨୦୧୯ରୁ ୨୦୨୧ ମଧ୍ୟରେ ଭାରତରେ ୩୩.୩% ମହିଳା ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ବେଳେ ୨୦୨୩-୨୪ରେ ସେମାନଙ୍କ ସଂଖ୍ୟା ୬୪.୩%ରେ ପହଞ୍ଚିଛି।
    ଦୁଇରୁ ୪ ବର୍ଷ ମଧ୍ୟରେ ନାବାଳିକା ଇଣ୍ଟରନେଟ୍‌ ବ୍ୟବହାରୀଙ୍କ ସଂଖ୍ୟା ୨୦୧୯ରୁ ୨୦୨୧ ମଧ୍ୟରେ ୪୦.୧% ଥିବା ବେଳେ ତାହା ୨୦୨୩-୨୪ରେ ୪୭%ରେ ପହଞ୍ଚି ଥିଲା। ସେହିପରି ୧୦ ବର୍ଷରୁ ଊର୍ଦ୍ଧ୍ବ ବାଳିକା ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ସେହି ସମୟରେ ୪୧%ରୁ ବଢ଼ି ୪୬.୪%ରେ ପହଞ୍ଚିଛି। ଶିକ୍ଷା କ୍ଷେତ୍ରରେ ଇଣ୍ଟରନେଟ୍‌ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଏପରି ଘଟୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ