Wednesday, April 8, 2026
24.2 C
Odisha

    ବଢିଲା ନିଶାଙ୍କ ଅଡୁଆ,ଗିରଫ କରିବାକୁ ଭୁବନେଶ୍ୱରରେ ବଲାଙ୍ଗିର ପୋଲିସ

    ଆଗକୁ ପଢନ୍ତୁ

    ବଲାଙ୍ଗିର: ବଢିଲା ନିଶାଙ୍କ ଅଡୁଆ । ନିଶା ମହାରଣାଙ୍କୁ ଗିରଫ କରିବାକୁ ଭୁବନେଶ୍ୱରରେ ବଲାଙ୍ଗିର ପୋଲିସ । ବାଲାଙ୍ଗୀର ଚନ୍ଦନ ଭାଟିରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରି ଅଡୁଆରେ ନିଶା । ବଲାଙ୍ଗୀର ସଦର ଥାନାରେ ନିଶାଙ୍କ ବିରୋଧ ରେ ଅଭିଯୋଗ । ପୋଲିସ ନିଜପଟୁ ମାମଲା ରୁଜୁ କରିଛି । ଆୟୋଜନ କରିଥିବା କମିଟିର ଦୁଇ ଜଣ ଆୟୋଜକଙ୍କୁ ସଦର ଥାନାରେ ଅଟକ ରଖାଯାଇଛି । ଦୁଇ ଆୟୋଜକ ହେଲେ ସୁରେନ୍ଦ୍ର ନାଗ ଓ ରାଧେଶ୍ୟାମ ମେହେର । ଏବେବି ତଦନ୍ତ ଚଳାଇଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    77 %
    1.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ