Friday, September 18, 2026
25 C
Odisha

    ବଢିଲା ବସ ଭଡ଼ା, ଡିଲକ୍ସ ବସ୍ ଭଡ଼ାରେ ସର୍ବାଧିକ ୬ ପଇସା ବୃଦ୍ଧି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବଢିଲା ବସ ଭଡ଼ା । ତେଲ ଦର ବଢିବା ପରେ ରାଜ୍ୟରେ ବଢିଲା ଘରୋଇ ବସ ଭଡା । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୨ ପଇସା ବଢ଼ିଲା । ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୪ ପଇସା ବଢ଼ିଛି । ସେପରି ସୁପର ଡିଲକ୍ସ ବସ୍ ଭଡ଼ାରେ ସର୍ବାଧିକ ୬ ପଇସା ବୃଦ୍ଧି ହୋଇଛି । ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ସ୍ବୟଂକ୍ରିୟ ପଦ୍ଧତି ଅନୁସାରେ ବସ ମୂଲ୍ୟରେ ବୃଦ୍ଧି ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    87 %
    1.2kmh
    98 %
    Thu
    25 °
    Fri
    31 °
    Sat
    31 °
    Sun
    31 °
    Mon
    31 °

    ସମ୍ବନ୍ଧିତ