Saturday, March 14, 2026
22 C
Odisha

    ବଢିଲା ଭାରତ- ପାକ୍ କ୍ରିକେଟ ବିବାଦ, ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତ ବିପକ୍ଷ ମ୍ୟାଚ ଖେଳିବନି ପାକିସ୍ତାନ

    ଆଗକୁ ପଢନ୍ତୁ

    ବଢିଲା ଭାରତ- ପାକ୍ କ୍ରିକେଟ ବିବାଦ। ଟି-ଟ୍ବେଣ୍ଟି ବିଶ୍ବକପ ଖେଳିବ କିନ୍ତୁ ଭାରତ ବିପକ୍ଷ ମ୍ୟାଚକୁ ନା। ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପରେ ଖେଳିବାକୁ ପିସିବିର ପ୍ରସ୍ତାବକୁ ଅନୁମୋଦନ କରିଛି ପାକିସ୍ତାନ ସରକାର। କିନ୍ତୁ ଫେବୃଆରୀ ୧୫ରେ ହେବାକୁ ଥିବା ଭାରତ ବିପକ୍ଷ ମ୍ୟାଚ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ଏନେଇ ଗଭର୍ଣ୍ଣମେଣ୍ଟ ଅଫ ପାକିସ୍ତାନ ପକ୍ଷରୁ ଏକ୍ସ ହ୍ୟାଣ୍ଡଲରେ ସ୍ପଷ୍ଟ କରାଯାଇଛି।

    ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଓ ପିସିବି ମୁଖ୍ୟ ମୋହସିନ ନକଭୀଙ୍କ ମଧ୍ୟରେ ଆଲୋଚନା ପରେ ଏହା ଘୋଷଣା କରାଯାଇଛି। ପୂର୍ବରୁ ଉଭୟଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଥିଲେ ମଧ୍ୟ ଫେବୃଆରୀ ୨ ପୂର୍ବରୁ ନିଷ୍ପତ୍ତି ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ରହିଥିଲା। ଫେବୃଆରୀ ୭ରୁ ମାର୍ଚ୍ଚ ୮ ଯାଏ ଅନୁଷ୍ଠିତ ହେବ ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପ। ଭାରତ ଓ ଶ୍ରୀଲଙ୍କା ମ୍ୟାଚର ଆୟୋଜକ ଅଛନ୍ତି। ପୂର୍ବରୁ ସ୍କଟଲ୍ୟାଣ୍ଡକୁ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ ପରେ ବାଂଲାଦେଶ ସହ ବହୁତ ଖରାପ ହୋଇଥିବା କହିଥିଲା ପିସିବି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    43 %
    1.5kmh
    0 %
    Sat
    38 °
    Sun
    38 °
    Mon
    39 °
    Tue
    38 °
    Wed
    36 °

    ସମ୍ବନ୍ଧିତ