Tuesday, March 31, 2026
35.4 C
Odisha

    ବନ୍ଦ ଘରୁ ୩ ଝୁଲନ୍ତା ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଖମାର ଗାଁରେ ଅଭାବନୀୟ ଘଟଣା। ବନ୍ଦ ଘରୁ ୩ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ବାପା, ୪୦ବର୍ଷୀୟା ଝିଅ ଏବଂ ୧୬ ବର୍ଷୀୟ ନାତିର ମୃତଦେହ ଉଦ୍ଧାର କରାଯାଇଛି। ବନ୍ଦ ଘର ବାହାରେ ବୃଦ୍ଧା ମା’ ରହିଥିବା ଜଣାପଡ଼ିଛି। ଖବରପାଇ ଢେଙ୍କାନାଳ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ୩ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.4 ° C
    35.4 °
    35.4 °
    22 %
    2.9kmh
    45 %
    Tue
    37 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ