Tuesday, October 13, 2026
24.1 C
Odisha

    ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌

    ଆଗକୁ ପଢନ୍ତୁ

    ଢେଙ୍କାନାଳ  :  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ ରାସ୍ତାରେ ଲୁହା ପଥର ବୋଝେଇ ଟ୍ରକ୍‌ ଓଲଟି ପଡିଛି। କେନ୍ଦୁଝର ଅଞ୍ଚଳରୁ ଏକ ୧୮ ଚକିଆ ଟ୍ରକ୍‌ ଲୁହାପଥର ବୋଝେଇ କରି ଅନୁଗୋଳ ଅଞ୍ଚଳର ଏକ କାରଖାନାକୁ ଯାଉଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିରହିଥିଲା। ଗାଡି ଭିତରେ ଚାଳକ ଚାପି ହୋଇ ରହିଥିବା ଜାଣିପାରି ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରିଥିଲେ। ଦଦରାଘାଟି ଫାଣ୍ଡି କର୍ମଚାରୀ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଚାଳକକୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଚାଳକଙ୍କ ପରିଚୟ ମିଳିପାରିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.1 ° C
    24.1 °
    24.1 °
    79 %
    1.7kmh
    74 %
    Tue
    23 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ