Saturday, April 11, 2026
27.5 C
Odisha

    ବନ୍ଧୁକୁ ହତ୍ୟା କଲା ବନ୍ଧୁ, ୩ ଅଟକ

    ଆଗକୁ ପଢନ୍ତୁ

    ବଲାଙ୍ଗିର : ବନ୍ଧୁ ହେଲେ ବଇରୀ ।  ଭୋଜି କରିବା ପାଇଁ ଯାଇଥିବା ବେଳେ କୌଣସି କଥାକୁ ନେଇ ବଚସା ହେବାରୁ ଧରୁଆ ଅସ୍ତ୍ରରେ ସାଙ୍ଗକୁ ହତ୍ୟା କଲା ସାଙ୍ଗ | ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଲା ଗାଁରେ । ଗତକାଲି ରାତିରେ ଗାଁର ପତରଫଡି ନିକଟରେ ଚାରିଜଣ ସାଙ୍ଗ ଏକାଠି ଭୋଜି କରିଥିଲେ ।  କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ସୁଜିତ ଭୋଇ ନାମକ ଜଣେ ଯୁବକକୁ ଧରୁଆ ଅସ୍ତ୍ରରେ ହତ୍ୟା କରିଥିଲେ ଅନ୍ୟ ତିନିଜଣ ସାଙ୍ଗ । ଦେଓଗାଁ ପୋଲିସ ତିନିଜଣଙ୍କୁ ଅଟକ ରଖି ପଚାର ଉଚୁରା ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ