Friday, April 3, 2026
39 C
Odisha

    ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜାଙ୍କ ବଢ଼ିବ କି କାର୍ଯ୍ୟକାଳ? ରିପିଟ୍ ହେବେ ନା ଆସିବେ ନୂଆ ଚେହେରା, ତାକୁ ନେଇ ଚର୍ଚ୍ଚା

    ଆଗକୁ ପଢନ୍ତୁ

    ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜାଙ୍କ ବଢ଼ିବ କି କାର୍ଯ୍ୟକାଳ? ମୁଖ୍ୟ ଶାସନ ସଚିବ ଦାୟିତ୍ବରେ ଥିବା ଏହି ଅଧିକାରୀଙ୍କ କାର୍ଯ୍ୟକାଳ ସରକାର ୬ମାସ ବଢ଼ାଇ ପାରନ୍ତି । ଡିସେମ୍ବର ୩୧ରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତାଙ୍କ କାର୍ଯ୍ୟକାଳ ବଢ଼ାଯିବ ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି । ଆଇନମନ୍ତ୍ରୀ କହିଛନ୍ତି, ଯାହା ଆଧାର ଥାଏ ମୁଖ୍ୟ ଶସନ ସଚିବଙ୍କ ଚୟନ ପ୍ରକ୍ରିୟାରେ ସେଇଆ ରହିବ । ସରକାର ଠିକ ସମୟରେ ଠିକ ନିଷ୍ପତ୍ତି ନେବେ ।

    – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିଶ୍ୱସ୍ତ ବରିଷ୍ଠ ଆଇଏଏସ ମନୋଜ ଆହୁଜା
    – ଜୁଲାଇ ୧ରେ ଓଡିଶାର ପ୍ରଶାସନିକ ମୁଖିଆ ଭାବେ ଦାୟିତ୍ୱ ନେଇଥିଲେ
    – ଡିସେମ୍ୱର ୩୧ରେ ସରୁଛି ମୋନଜ ଆହୁଜାଙ୍କ ୩୪ ବର୍ଷର ଚାକିରି କାର୍ଯ୍ୟକାଳ
    ମନୋଜଙ୍କ ନେତୃତ୍ୱରେ ଇନପୁଟ ସବସିଡି, ସୁଭଦ୍ରା ଭଳି ଲୋକାଭିମୁଖି ଯୋଜନାର କ୍ରିୟାନ୍ୱୟନ ହୋଇଛି
    – ଓଡିଶାକୁ ଶିଳ୍ପ କରିଡର ପ୍ରତିଷ୍ଛା ପାଇଁ ବାହାର ରାଜ୍ୟରେ ରୋଡ ଶୋ କରି ପୁଞ୍ଜିପତିଙ୍କୁ ଆକୃଷ୍ଟ
    – ଜାନୁୟାରୀ ୭ ଓ ୮ ତାରିଖରେ ପ୍ରବାସୀ ଓଡିଶା କାର୍ଯ୍ୟକ୍ରମ କେମିତି ସଫଳତାର ସହ ହେବ ତାର ନେତୃତ୍ୱ ନେଉଛନ୍ତି ମନୋଜ
    – ଜାନୁୟାରୀ ଶେଷ ସପ୍ତାହରେ ଉତ୍କର୍ଷ ଓଡିଶା ମେଗା ଇଭେଂଟ ଅନୁଷ୍ଠିତ ହେବାକୁ ଯାଉଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ