Tuesday, March 17, 2026
36.4 C
Odisha

    ବାରବାଟୀ ହେବନି ସାଧାରଣତନ୍ତ୍ର ଦିବସ : କଟକ ଜିଲ୍ଲାପାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଡିୟମରେ ହେବନି ସାଧାରଣତନ୍ତ୍ର ଦିବସ। ଏନେଇ ସୂଚନା ଦେଲେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ବି ସିନ୍ଧେ।ମ୍ୟାଚ୍‌ ଆୟୋଜନ ହେବାକୁ ଥିବାରୁ ସାଧାରଣନ୍ତ୍ର ଦିବସ ପାଳନ ହେବନି ବୋଲି କଟକ ଜଲ୍ଲାପାଳ କହିଛନ୍ତି।ପୂର୍ବରୁ କଟକ ଷ୍ଟାଡିୟମରେ ହିଁ ସାଧାରଣତନ୍ତ୍ର ଦିବସ ପାଳନ ହୋଇଥିବା ବେଳେ ଚଳିତ ବର୍ଷ ମ୍ୟାଚ ପାଇଁ ଏହାର ସ୍ଥାନ ପରିବର୍ତ୍ତନ କରାଯାଇଛି। ବରବାଟୀ ଷ୍ଟାଡିୟମ ପରିବର୍ତ୍ତେ ଏଥର ବିଡ଼ାନାସି ମିନି ଷ୍ଟାଡିୟମରେ ପାଳନ ହେବ ସାଧାରଣତନ୍ତ୍ର ଦିବସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.4 ° C
    36.4 °
    36.4 °
    19 %
    3.8kmh
    86 %
    Tue
    35 °
    Wed
    36 °
    Thu
    36 °
    Fri
    35 °
    Sat
    33 °

    ସମ୍ବନ୍ଧିତ