Friday, February 20, 2026
17.6 C
Odisha

    ବାଲିଅନ୍ତା ବଜାରରେ ନିଆଁ, ୬ଟି ଗାଡ଼ି ଓ ୪ଟି ଦୋକାନ ଘର ପୋଡ଼ି ପାଉଁଶ

    ଆଗକୁ ପଢନ୍ତୁ

    ପିପିଲି : ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ବଜାରରେ ନିଆଁ ଲାଗି ୬ଟି ଗାଡ଼ି ଓ ୪ଟି ଦୋକାନ ଘର ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଗୋଟିଏ ଘର ସଂପୂର୍ଣ୍ଣ ଜଳିଯାଇଥିବା ସୂଚନା ରହିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି ।

    ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ, କୌଣସି ମୃତାହତର ଖବର ନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.6 ° C
    17.6 °
    17.6 °
    48 %
    1.6kmh
    1 %
    Fri
    35 °
    Sat
    35 °
    Sun
    35 °
    Mon
    34 °
    Tue
    34 °

    ସମ୍ବନ୍ଧିତ