Tuesday, September 1, 2026
23.6 C
Odisha

    ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନକୁ ନେଇ ଆସିଛି ଏକ ବଡ଼ ଅପଡେଟ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନକୁ ନେଇ ଆସିିଛି ଏକ ବଡ ପଡେଟ୍ଜଜ । ଏହି ପୁରସ୍କାରର ନାମ ବଦଳିବ ନାହିଁ, ତାହା ପୂର୍ବ ପରି ଚାଲୁ ରହିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । କ୍ରୀଡ଼ା ପୁରସ୍କାରରେ ବିଜୁ ବାବୁଙ୍କ ନାମ ପରିବର୍ତ୍ତନ ନେଇ କୌଣସି ସରକାରୀ ଘୋଷଣା ହୋଇନାହିଁ । ରାଜ୍ୟ ସରକାର ବରପୁତ୍ରମାନଙ୍କୁ ସବୁବେଳେ ସମ୍ମାନ ଦିଅନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.6 ° C
    23.6 °
    23.6 °
    92 %
    2.8kmh
    100 %
    Mon
    24 °
    Tue
    26 °
    Wed
    29 °
    Thu
    29 °
    Fri
    30 °

    ସମ୍ବନ୍ଧିତ