Tuesday, January 20, 2026
14.2 C
Odisha

    ବିଜେପି ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବ: ରାଜ୍ୟ ସଭାପତି ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:  ଓଡ଼ିଶାବାସୀ ରାଜ୍ୟରେ ପରିବର୍ତ୍ତନ ଆଣି ରାଜ୍ୟରେ ବିଜେପି ସରକାର ଆଣିଛନ୍ତି। ଡବଲ ଇଞ୍ଜିନ ସରକାରଙ୍କ ଫାଇଦା ‌ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ବିଜେପି କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟ କରିବେ। ଆଜି ଏଭଳି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ବିକଶିତ ଓଡ଼ିଶାର କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ। ବିଜେପି ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବ। ଭିଜନ ଡକ୍ୟୁମେଣ୍ଟକୁ ସଫଳ କରିବା।

    ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆହୁରି କହିଛନ୍ତି, ରାଜ୍ୟରେ ବିଜେପିକୁ ଅଧିକ ଶକ୍ତିଶାଳୀ କରାଯିବ। ନୂଆ ଲୋକଙ୍କୁ ଯୋଡ଼ିବା କାମ କରିବ ବିଜେପି। ଲୋକେ ବିଜେପି ସରକାରକୁ ପୁଣି ଆଶୀର୍ବାଦ ଦେବେ ବୋଲି ମୁଁ ଭାବୁଛି। ପଞ୍ଚାୟତ ନିର୍ବାଚନରେ ବି ଲୋକେ ବିଜେପିକୁ ଆଶୀର୍ବାଦ ଦେବେ। ସରକାର ଓ ସଂଗଠନ ମଧ୍ୟରେ ଉତ୍ତମ ଯୋଗାଯୋଗ ରହିଛି। ଏଣୁ କୌଣସି ଅସୁବିଧା ହେଉନାହିଁ।

    ଏଣେ ମୁଁ ସବୁବେଳେ ବିଜେପିର କାର୍ଯ୍ୟକର୍ତ୍ତା ହୋଇ ରହିବି ବୋଲି ବି କହିଛନ୍ତି ମନମୋହନ ସାମଲ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.2 ° C
    14.2 °
    14.2 °
    63 %
    1.3kmh
    0 %
    Tue
    30 °
    Wed
    31 °
    Thu
    30 °
    Fri
    31 °
    Sat
    32 °

    ସମ୍ବନ୍ଧିତ