Tuesday, April 7, 2026
31.9 C
Odisha

    ବିଦ୍ୟୁତ ଆଘାତରେ ଯାତ୍ରା କଳାକାରଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆଠାରେ ମଙ୍ଗଳବାର ଘଟିଛି ଏକ ଅଘଟଣ। ତାଳଚୁଆଠାରେ ଯାତ୍ରା କରୁଥିବା ଯାତ୍ରା ରଙ୍ଗମହଲର କଳାକାରଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। କଳାକାରଙ୍କ ନାମ ପ୍ରକାଶ ଗୋଚ୍ଛାୟତ(୩୨)। ତାଙ୍କ ଘର କିଶନ ନଗର ବୋଲି ଜଣାପଡ଼ିଛି। ମଙ୍ଗଳବାର ପ୍ରଚାର ଗାଡ଼ିକୁ ଧୋଉଥିବାବେଳେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.9 ° C
    31.9 °
    31.9 °
    42 %
    0.6kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ