Saturday, March 14, 2026
23.2 C
Odisha

    ବିପି, ସୁଗାର କମ୍ କରିବା ପାଇଁ ନିଜେ ଘରେ ପ୍ରସ୍ତୁତ କରି ପିଅନ୍ତୁ ଏହି ଡ୍ରିଙ୍କ୍ସ

    ଆଗକୁ ପଢନ୍ତୁ

    ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ପ୍ରାୟ ନିଜ ଶରୀର ପ୍ରତି ଦୃଷ୍ଟି ଦେଉନାହାନ୍ତି। ତେଣୁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଛି। ଏସବୁରୁ ମୁକ୍ତି ପାଇଁ କିଛି ଘରୋଇ ଉପାୟ ଆପଣାଇବା ଜରୁରୀ। ବିପି ଏବଂ ସୁଗାର ନିୟନ୍ତ୍ରଣ କରିବା ଏକ ବହୁତ କଷ୍ଟକର କାମ। ଏହି ସମସ୍ୟାଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଔଷଧ ବ୍ୟତୀତ, ଏକ ଉନ୍ନତ ଜୀବନଶୈଳୀ ଏବଂ ଭଲ ଖାଦ୍ୟ ଅଭ୍ୟାସ ଆବଶ୍ୟକ। ଏହା ଛଡ଼ା ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଘରୋଇ ଉପଚାର ମଧ୍ୟ ପ୍ରଭାବଶାଳୀ ହୋଇପାରେ। ଅନେକ ପ୍ରାକୃତିକ ଜିନିଷର ଔଷଧୀୟ ଗୁଣ ଥାଏ ଏବଂ ଯଦି ସଠିକ୍ ଭାବରେ ସେବନ କରାଯାଏ, ତେବେ ସେଗୁଡ଼ିକ ମଧୁମେହ ଏବଂ ରକ୍ତଚାପରୁ ମୁକ୍ତି ଦେଇପାରିବ।

    ଆଜି ଆମେ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହୁଛୁ, ଯାହାକୁ ଆପଣମାନେ ନିଜେ ଘରେ ତିଆରି କରି ପିଇ ପାରିବେ। ହଁ ଆଜ୍ଞା ଆମେ ଏମିତି କିଛି ଡ୍ରିଙ୍କ୍ସ ବିଷୟରେ କହୁଛୁ, ଯାହାକୁ ପିଇ ଆପଣ ନିଜ ବିପି ଏବଂ ସୁଗାରକୁ କଣ୍ଟ୍ରୋଲ କରିପାରିବେ।

    ଡିପ୍ରେସନ ରୋଗୀମାନେ ନିଶ୍ଚିତ ଭାବରେ ସେମାନଙ୍କ ଖାଦ୍ୟରେ ବ୍ଲୁବେରୀ ସ୍ମୁଦି ଅନ୍ତର୍ଭୁକ୍ତ କରିବା ଉଚିତ।

    ଉଚ୍ଚ ରକ୍ତଚାପ ପୀଡିତ ରୋଗୀମାନେ ବିଟ୍ ରୁଟ୍ ରସ ପିଇବା ଦ୍ୱାରା ଲାଭ ପାଇପାରିବେ। ତେଣୁ ଏହାକୁ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ବିଟ ସାମିଲ କରନ୍ତୁ।

    ପିଠି ବିନ୍ଧା ଏବଂ ଗଣ୍ଠି ବିନ୍ଧାରୁ ମୁକ୍ତି ପାଇବା ପାଇଁ ହଳଦୀ କ୍ଷୀର କିମ୍ବା ଚା ପିଇବା ଭଲ।

    ମଧୁମେହ ରୋଗୀଙ୍କ ପାଇଁ ଗ୍ରୀନ ଟି ଲାଭଦାୟକ। ଏହା ରକ୍ତରେ ଶର୍କରାକୁ ନିୟନ୍ତ୍ରଣରେ ରଖେ।

    ଆଇରନ୍ ଅଭାବ ଦୂର କରିବା ପାଇଁ, ଆପଣଙ୍କୁ ମସୁର ଡାଲି ସୁପ ପିଇବାକୁ ପଡିବ।

    ଚିନ୍ତା କମାଇବା ପାଇଁ କ୍ୟାମୋମାଇଲ୍ ଚା ପିଇବା ଲାଭଦାୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    50 %
    2.3kmh
    0 %
    Fri
    23 °
    Sat
    38 °
    Sun
    38 °
    Mon
    39 °
    Tue
    38 °

    ସମ୍ବନ୍ଧିତ