Sunday, August 2, 2026
30.8 C
Odisha

    ବିବାଦରେ T-20 ବିଶ୍ବକପ୍, ବାଂଲାଦେଶକୁ ପରାମର୍ଶ ଦେଲେ ପୂର୍ବତନ ଖେଳାଳି

    ଆଗକୁ ପଢନ୍ତୁ

    ପୂର୍ବତନ ଭାରତୀୟ କ୍ରିକେଟର ଅତୁଲ ୱାସନ ଏବେ T-20 ବିଶ୍ବକପକୁ ନେଇ ଭାରତ ଏବଂ ବାଂଲାଦେଶ ମଧ୍ୟରେ ହୋଇଥିବା ବିବାଦକୁ ନେଇ ବୟାନ ଦେଇଛନ୍ତି । ୱାସନ ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ପରାମର୍ଶ ଦେଇଛନ୍ତି ଯେ, ଏହି ଟୁର୍ଣ୍ଣାମେଣ୍ଟ ମ୍ୟାଚକୁ ଭାରତରୁ ସ୍ଥାନାନ୍ତର କରିବା ପରିବର୍ତ୍ତେ ସମ୍ପର୍କକୁ ସୁଧାରିବାକୁ ଦାବି କରିଛନ୍ତି ।

    ଏହି ସମୟରେ, ବିସିବି ସଭାପତି ଅମିନୁଲ ଇସଲାମ ବୁଲବୁଲ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବୋର୍ଡ ଭାରତରେ ମ୍ୟାଚ୍ ଖେଳିବା ନିଷ୍ପତ୍ତିରେ ଅଟଳ ରହିଛି । ସେ କହିଛନ୍ତି ଯେ ଆଇସିସି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ସତ୍ତ୍ୱେ ବାଂଲାଦେଶର ମତ ଅପରିବର୍ତ୍ତିତ ରହିଛି ।

    ଅନ୍ୟପଟେ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜିତ ହେବାକୁ ଥିବା T-20 ବିଶ୍ୱକପ୍ ଫେବୃଆରୀ ୭ ରେ ଆରମ୍ଭ ହେବାକୁ ଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.8 ° C
    30.8 °
    30.8 °
    69 %
    2.8kmh
    100 %
    Sun
    31 °
    Mon
    31 °
    Tue
    31 °
    Wed
    29 °
    Thu
    29 °

    ସମ୍ବନ୍ଧିତ