Friday, April 3, 2026
39.1 C
Odisha

    ବିବାହିତ ମହିଳାଙ୍କୁ ଏକତରଫା ପ୍ରେମ ନିବେଦନ କରି ବିଫଳ ହେବାରୁ ମାଡ଼ ଅଭିଯୋଗ

    ଆଗକୁ ପଢନ୍ତୁ

    ଢେଙ୍କାନାଳ : ବିବାହିତ ମହିଳାଙ୍କୁ ଏକତରଫା ପ୍ରେମ ନିବେଦନ କରି ବିଫଳ ହେବାରୁ ବିଚ ରାସ୍ତାରେ ନିସ୍ତୁକ ମାଡ଼ ମାରିବା ସହ ଜୀବନରେ ମାରି ଦେବାକୁ ଧମକ ନେଇ ଅଭିଯୋଗ ହୋଇଛି । ପୀଡିତାଙ୍କ ସହ ତାଙ୍କ ଭାଇ ଓ ଭଉଣୀଙ୍କୁ ମାଡ ମରାଯାଇଥିବା ନେଇ ଅଭିଯୋଗ ହୋଇଛି । ଢେଙ୍କାନାଳ ଟାଉନଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ବିବାହିତା ମହିଳାଙ୍କ ଘରେ ପଶି ଆସବାବପତ୍ର ଭଙ୍ଗା ରୁଜା କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଚାରି ଯୁବକଙ୍କ ନାଁରେ ଟାଉନ ଥାନାରେ ପୀଡିତାଙ୍କ ଅଭିଯୋଗ ପରେ ଜଣଙ୍କୁ ଅଟକ ରଖିଛି ପୋଲିସ । ତିନିଜଣ ଫେରାର ଥିବା ସୁଚନା ମିଳିଛି । ପୋଲିସ ତଦନ୍ତ ଜାରି ରହିଛି । ତିନିଜଣ ଫେରାର ଥିବା ସୁଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ