Friday, October 2, 2026
22.9 C
Odisha

    ବିଳମ୍ବରେ ଅଫିସ ଆସିବା ଓ କାର୍ଯ୍ୟରେ ଅବହେଳା, CMC ଯୁଗ୍ମ କମିଶନରଙ୍କ ସହ ୩୦ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ

    ଆଗକୁ ପଢନ୍ତୁ

    କଟକ : ସିଏମସି ଯୁଗ୍ମ କମିଶନରଙ୍କ ସହ ୩୦ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ । ବିଳମ୍ବରେ ଅଫିସ ଆସିବା ଓ କାର୍ଯ୍ୟରେ ଅବହେଳା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସିଏମସି କମିଶନର । ଘଟଣା ପରେ କଟକ ମେୟର କହିଛନ୍ତି, ଏହା ଆରମ୍ଭ ମାତ୍ର । ଅନେକ ସମୟରେ ଅଧିକାରୀ ଓ କିରାଣୀ ଅଫିସରେ ଉପସ୍ଥିତ ରହୁ ନାହାନ୍ତି । ଯାହା ଫଳରେ ସାଧାରଣ ଲୋକଙ୍କ ଅଭିଯୋଗର ସମାଧାନ କରିବାରେ ବିଳମ୍ବ ହେଉଛି । ଏବେ ଅଫିସରେ ବାୟୋ ମାଟ୍ରିକରେ ଉପସ୍ଥାନ ଓ ଅନଲାଇନ ଜରିଆରେ ସମସ୍ତ କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା ଖୁବଶୀଘ୍ର କରାଯାଉଛି ବୋଲି ମେୟର କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ