Wednesday, February 25, 2026
19.5 C
Odisha

    ବିଶ୍ୱ ଚେସ୍ ଚାମ୍ପିୟନ ହେଲେ ଗୁକେଶ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ବିଶ୍ୱ ଚେସ୍ ଚାମ୍ପିୟନଶିପ୍ ଜିତିଛନ୍ତି। ଏପରି କରିବାରେ ସେ ବିଶ୍ୱର ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। ତାଙ୍କ ବୟସ ମାତ୍ର ୧୮ ବର୍ଷ। ସେ ୧୪ତମ ମ୍ୟାଚ୍ ରେ ଡିଫେଣ୍ଡିଂ ଚାମ୍ପିୟନ ଚାଇନାର ଡିଙ୍ଗ ଲିରେନ୍ ଙ୍କୁ ୧-୦ ଗୋଲ୍ ରେ ପରାସ୍ତ କରିଥିଲେ। ଏବେ ସ୍କୋର ୭.୫-୬.୫ ରହିଛି। ବୁଧବାର ଦିନ ବିଶ୍ୱ ଚେସ୍ ଚାମ୍ପିୟନଶିପ୍ ର ୧୩ତମ ମ୍ୟାଚ୍ ରେ ଗୁକେଶଙ୍କୁ ୬୮ ମୁଭ୍ ପରେ ମ୍ୟାଚ୍ ଖେଳିବାକୁ ପଡ଼ିଥିଲା।୧୧ତମ ଗେମ୍ ରେ ଗୁକେଶ ବିଜୟୀ ହୋଇଥିବା ବେଳେ ରବିବାର ସୁଦ୍ଧା ୧୧ ମ୍ୟାଚ୍ ପରେ ଲିରେନ୍ ୬-୫ରେ ଆଗୁଆ ରହିଥିଲେ। ୧୧ଟି ମ୍ୟାଚ୍ ରୁ ୮ଟି ଡ୍ର ହୋଇଥିବା ବେଳେ ଗୁକେଶ ୨ଟି ଓ ଲିରେନ୍ ୧ଟିରେ ବିଜୟୀ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    19.5 ° C
    19.5 °
    19.5 °
    78 %
    2.1kmh
    31 %
    Tue
    20 °
    Wed
    33 °
    Thu
    34 °
    Fri
    35 °
    Sat
    36 °

    ସମ୍ବନ୍ଧିତ