Friday, April 3, 2026
33.6 C
Odisha

    ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଡିୟୁ, ପ୍ରଥମ ପର୍ଯ୍ୟାୟରେ ୫୭ ପ୍ରାର୍ଥୀଙ୍କ ନାମ

    ଆଗକୁ ପଢନ୍ତୁ

    ବିହାର : ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଜେଡିୟୁ । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ମଙ୍ଗଳବାର ଦିନ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ୫୭ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ଜେଡିୟୁ ଏଲଜେପି (ରାମ ବିଳାସ) ମୁଖ୍ୟ ଚିରାଗ ପାସୱାନ ଦାବି କରୁଥିବା ଚାରୋଟି ଆସନରେ ମଧ୍ୟ ପ୍ରାର୍ଥୀ ଦେଇଛି ।

    ଦଳର କାର୍ଯ୍ୟକାରୀ ସଭାପତି ସଞ୍ଜୟ ଝା କହିଛନ୍ତି ଯେ, ଏନଡିଏ ସମ୍ପୂର୍ଣ୍ଣ ଏକଜୁଟ ଏବଂ ବିହାରର ବିକାଶ ପ୍ରସଙ୍ଗରେ ନିର୍ବାଚନ ଲଢ଼ିବ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆସନ୍ତାକାଲି ତାଙ୍କର ପ୍ରଚାର ଆରମ୍ଭ କରିବେ । ସେ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲରେ ମଧ୍ୟ ଯୋଗ ଦେବେ ଏବଂ କୋସୀ ଅଞ୍ଚଳରେ କ୍ୟାମ୍ପ କରିବା ସମୟରେ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ । ପ୍ରଥମ ଥର ପାଇଁ ଜେଡିୟୁ ଦ୍ୱାରା ଜାରି ହୋଇଥିବା ତାଲିକାରେ ୪ ଜଣ ମହିଳାଙ୍କୁ ସାମିଲ କରାଯାଇଛି ।

    ବିହାର ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୭୧ ଜଣ ପ୍ରାର୍ଥୀଙକ ନାଁ ଘୋଷଣା କରି ବିଜେପି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ