Tuesday, March 11, 2025
20.3 C
Odisha

    ବୃଜଭୂଷଣ ଶରଣ ସିଂଙ୍କ ପୁଅକୁ ଟିକେଟ ଦେବା କଥାକୁ ନେଇ ଏପରି କହିଲେ ସାକ୍ଷୀ ମଲ୍ଲିକ

    ଆଗକୁ ପଢନ୍ତୁ

    ବୃଜ ଭୂଷଣ ଶରଣ ସିଂଙ୍କ ପୁଅକୁ ଟିକେଟ ଦିଆଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଅଲିମ୍ପିକ୍ ଚାମ୍ପିୟନ କୁସ୍ତିଯୋଦ୍ଧା ସାକ୍ଷୀ ମଲିକ । ସାକ୍ଷୀ ମଲ୍ଲିକ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଲେଖିଛନ୍ତି, “ଦେଶର ଝିଅମାନେ ହାରିଗଲେ, ବୃଜ ଭୂଷଣ ଜିତିଲେ”। ବୃଜ ଭୂଷଣ ଶରଣ ସିଂହଗିରଫ ହେବା ତ ଦୂରର କଥା ତାଙ୍କ ପୁଅକୁ ଟିକେଟ୍ ଦିଆଯାଇଛି। ବିଜେପି ଆଜି ତାଙ୍କ ପୁଅକୁ ଟିକେଟ୍ ଦେଇ ଦେଶର କୋଟି କୋଟି ଝିଅଙ୍କ ମନୋବଳ ଭାଙ୍ଗିଛି । ସାକ୍ଷୀ ମଲ୍ଲିକ ତାଙ୍କ ପୋଷ୍ଟରେ ବର୍ତ୍ତମାନର ସରକାରଙ୍କୁ ପ୍ରଶ୍ନ କରି ଲେଖିଛନ୍ତି, ଟିକେଟ ଗୋଟିଏ ପରିବାରରେ ଯିବ, ଜଣେ ବ୍ୟକ୍ତିଙ୍କ ସାମ୍ନାରେ ଦେଶର ସରକାର ଏତେ ଦୁର୍ବଳ କି ? ” ସେହିପରି ଅନ୍ୟ ଜଣେ ମହିଳା କୁସ୍ତିଯୋଦ୍ଧା ସଙ୍ଗୀତା ଫୋଗାଟ ମଧ୍ୟ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସଙ୍ଗୀତା ଫୋଗାଟ୍ ଏକ୍ସରେ ଲେଖିଛନ୍ତି, ‘ମୁଁ ଚୁପ୍ ଅଛି। ମୁଁ କେବଳ ଏହି ଖବର ଦେଖୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    37 %
    1.1kmh
    1 %
    Tue
    36 °
    Wed
    38 °
    Thu
    40 °
    Fri
    41 °
    Sat
    41 °

    ସମ୍ବନ୍ଧିତ