Wednesday, April 1, 2026
25.3 C
Odisha

    ବୃଦ୍ଧଙ୍କୁ ହତ୍ୟା କରି ଆଖି ତାଡ଼ିନେଲେ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ଦେବଗଡ଼ : ଦେବଗଡ଼ରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସାମ୍ନାକୁ ଆସିଛି । ବୃଦ୍ଧଙ୍କୁ ହତ୍ୟା କରି ଆଖି ତାଡ଼ିନେଲେ ଦୁର୍ବୃତ୍ତ । ରିଆମାଳ ଥାନା ମଳେହିପଡ଼ା ପଞ୍ଚାୟତ ବଅଁରପାଳରେ ଏପରି ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ସେହି ଗାଁର ଫକୀର ମୋହନ ଧରୁଆ । ବୃଦ୍ଧଙ୍କ ଗୋଡରେ କଟା ଦାଗ ରହିଛି । ତାଙ୍କ ବାମ ଆଖି ତାଡି ନେଇଛନ୍ତି ଦୁର୍ବୃତ୍ତ। କିଏ ଓ କାହିଁକି ହତ୍ୟା କଲା ତାହା ଜଣାପଡିନାହିଁ । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବୁଧବାର ରାତିରୁ ହତ୍ୟାକାଣ୍ଡ ହୋଇଥିବା ବେଳେ ଆଜି ପରିବାର ଲୋକ ପୋଲିସକୁ ଖବର ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    35 %
    0.8kmh
    5 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ