Saturday, August 22, 2026
25.3 C
Odisha

    କଟକ ସିଡିଏରେ ଜଳିଗଲା ୨ ମହଲା ବିଲ୍ଡିଂ, ୨ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

    ଆଗକୁ ପଢନ୍ତୁ

    କଟକ : ବିଳମ୍ବିତ ରାତିରେ ସିଡିଏ ସେକ୍ଟର ୭ରେ ନିଆଁ ଲାଗି ଘର ଜଳିଯାଇଥିବା ସୂଚନା । ଦ୍ୱିମହଲା କୋଠାରେ ନିଆଁ ଲାଗି ଯୁବକ, ଯୁବତୀ ଗୁରୁତର ହୋଇପଡ଼ିଛନ୍ତି । ଘରର ସମସ୍ତ ଆସବାବପତ୍ର ସହ କାର ଓ ୨ଟି ବାଇକ ଜଳିଗଲା । ନିଆଁରେ ପୋଡ଼ିହୋଇ ୨ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେ ବିଲ୍ଡରେ ଥିବା ଅନ୍ୟ ଲୋକମାନେ କିନ୍ତୁ ବର୍ତ୍ତି ଯାଇଛନ୍ତି । ତେବେ ବିଲ୍ଡିଂରେ କିପରି ନିଆଁ ଲାଗିଲା; ତାହା ସ୍ପଷ୍ଟ ହୋଇପାରି ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.3 ° C
    25.3 °
    25.3 °
    93 %
    0.7kmh
    100 %
    Sat
    26 °
    Sun
    29 °
    Mon
    29 °
    Tue
    28 °
    Wed
    30 °

    ସମ୍ବନ୍ଧିତ