Friday, April 3, 2026
33.6 C
Odisha

    ବ୍ରହ୍ମପୁର ଅତିରିକ୍ତ ଏସପି ସୀମା ସ୍ୱାଇଁଙ୍କୁ ପୁଣି ବଦଳି, ଗୃହ ବିଭାଗ ପକ୍ଷରୁ ତାଲିକା ପ୍ରକାଶ

    ଆଗକୁ ପଢନ୍ତୁ

    କଟକ : ବ୍ରହ୍ମପୁର ଅତିରିକ୍ତ ଏସପି ସୀମା ସ୍ୱାଇଁଙ୍କୁ ପୁଣି ବଦଳି । ଗଞ୍ଜାମ ଅତିରିକ୍ତ ଏସପି ଭାବେ ବଦଳି କଲା ଗୃହ ବିଭାଗ  । ଗତ ୮ ତାରିଖରେ ଗୃହ ବିଭାଗ ପକ୍ଷରୁ ଅତିରିକ୍ତ ଏସପିମାନଙ୍କର ଏକ ବଦଳି ତାଲିକା ପ୍ରକାଶ ପାଇଥିଲା ।  ଏଥିରେ ୧୯ ଜଣ ଅତିରିକ୍ତ ଏସପିଙ୍କର ବଦଳି ହୋଇଥିଲା । ଯେଉଁଥିରେ ସୀମା ସ୍ୱାଇଁଙ୍କୁ ତାଳଚେର ଏନସିଆର ଆଇଜି ଅଫିସକୁ ବଦଳି କରାଯାଇଥିଲା । ଗତକାଲି ପ୍ରକାଶିତ ବିଜ୍ଞପ୍ତିରେ ତାଙ୍କୁ ଗଞ୍ଜାମ ଅତିରିକ୍ତ ଏସପି ଦାୟିତ୍ୱ ଦିଆଯାଇଛି । ଗଞ୍ଜାମ ଅତିରିକ୍ତ ଏସପି ଥିବା ରଞ୍ଜିତ କୁମାର ପୃଷ୍ଟିଙ୍କୁ କଟକ ଭୁବନେଶ୍ୱର କମିଶନରେଟ ପୋଲିସର ଅତିରିକ୍ତ ଡିସିପି ଭାବେ ଅବସ୍ଥାପିତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ