Thursday, December 18, 2025
13.6 C
Odisha

    ଭଉଣୀ ଆଗରେ ଗଲା ଭାଇର ଜୀବନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ତଳ ସୁବର୍ଣ୍ଣଗିରି ଅଞ୍ଚଳରେ ଅଭାବନୀୟ ଘଟଣା । ବଜ୍ରାଘାତରେ ଭାଇର ମୃତ୍ୟୁ ଘଟିଥିବାବେଳେ ଭଉଣୀ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ନାବାଳକ ନାଁ ମୁକେଶ ପ୍ରଧାନୀ ସୂଚନା । ଭଉଣୀ ପ୍ରୀୟଙ୍କା ପ୍ରଧାନୀଙ୍କୁ ଉଦ୍ଧାରକରାଯାଇ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଭାଇଭଉଣୀ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିବାବେଳେ ବଜ୍ରାଘାତର ଶିକାର ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.6 ° C
    13.6 °
    13.6 °
    40 %
    1.3kmh
    0 %
    Thu
    26 °
    Fri
    26 °
    Sat
    27 °
    Sun
    27 °
    Mon
    27 °

    ସମ୍ବନ୍ଧିତ