Friday, October 2, 2026
30.6 C
Odisha

    ଭଉଣୀ ଆଗରେ ଗଲା ଭାଇର ଜୀବନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ତଳ ସୁବର୍ଣ୍ଣଗିରି ଅଞ୍ଚଳରେ ଅଭାବନୀୟ ଘଟଣା । ବଜ୍ରାଘାତରେ ଭାଇର ମୃତ୍ୟୁ ଘଟିଥିବାବେଳେ ଭଉଣୀ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ନାବାଳକ ନାଁ ମୁକେଶ ପ୍ରଧାନୀ ସୂଚନା । ଭଉଣୀ ପ୍ରୀୟଙ୍କା ପ୍ରଧାନୀଙ୍କୁ ଉଦ୍ଧାରକରାଯାଇ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଭାଇଭଉଣୀ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିବାବେଳେ ବଜ୍ରାଘାତର ଶିକାର ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ