Wednesday, May 8, 2024
37.2 C
Odisha

    ନିର୍ବାଚନ ଜିତିବାକୁ ନବୀନ ପଟ୍ଟନାୟକଙ୍କୁ ବିଜେପିର ସହଯୋଗ ଆବଶ୍ୟକ ନାହିଁ

    ଆଗକୁ ପଢନ୍ତୁ

    ନ୍ୟୁଜ-୧୮ର ରାଇଜିଂ ଭାରତ କନକ୍ଲେଭରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବଡ ବିବୃତି ଦେଇଛନ୍ତି। ଭାରତୀୟ ରାଜନୀତିରେ ଶାସନରେ ଥିବା ଦଳ ଓ ମୁଖ୍ୟ ବିରୋଧୀ ଦଳ ମଧ୍ୟରେ ମେଣ୍ଟ ହେବା କ୍ବଚିତ ଦେଖିବାକୁ ମିଳିଥାଏ । କିନ୍ତୁ ଓଡିଶାରେ ଶାସକ ବିଜେଡ଼ି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ କାହିଁକି ମେଣ୍ଟ ହେଉଥିବା ଆଲୋଚନା ହେଉଛି ବୋଲି ପ୍ରଶ୍ନର ଉତ୍ତରରେ ନବୀନ ଓଡିଶା ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବଡ ବୟାନ ଦେଇଛନ୍ତି ।

    ସେ କହିଛନ୍ତି ଯେ, ଅନେକ ସମୟରେ ରାଜନୈତିକ ଦଳମାନେ ମେଣ୍ଟ କରିଥାନ୍ତି ନିର୍ବାଚନ ଜିତିବାକୁ କିମ୍ବା ନିର୍ବାଚନ ଗଣିତକୁ ପ୍ରଭାବିତ କରିବାକୁ । କିନ୍ତୁ ଉଭୟ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ଜିତିବାକୁ ମେଣ୍ଟର ଆବଶ୍ୟକତା ନାହିଁ । ଅର୍ଥାତ ଦେଶରେ ଶାସନକୁ ଫେରିବାକୁ ବିଜେପିକୁ ବିଜେଡିର ଆବଶ୍ୟକତା ନାହିଁ କି ରାଜ୍ୟରେ ଶାସନକୁ ଫେରିବା ପାଇଁ ବିଜେପିର ସହଯୋଗର ଆବଶ୍ୟକତା ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    30 %
    2.4kmh
    8 %
    Wed
    38 °
    Thu
    38 °
    Fri
    40 °
    Sat
    41 °
    Sun
    41 °

    ସମ୍ବନ୍ଧିତ