Wednesday, March 25, 2026
33 C
Odisha

    ଭବାନୀପାଟଣାରୁ ରାଜନାଥଙ୍କ ଟାର୍ଗେଟ

    ଆଗକୁ ପଢନ୍ତୁ

    ଭବାନୀପାଟଣାର ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ପ୍ରଭୁ ଜଗନ୍ନାଥ ଏବଂ ମା ମାଣିକେଶ୍ୱରୀଙ୍କୁ ପ୍ରଣାମ କରି ନିଜର ଅଭିଭାଷଣ ଆରମ୍ଭ କଲେ ରାଜନାଥ। ପ୍ରଥମ ଥର କାଳାହାଣ୍ଡି ଆସିଛନ୍ତି ବୋଲି କହିଲେ ରାଜନାଥ। ୫ରୁ ୮ବର୍ଷ ମଧ୍ୟରେ କଳାହାଣ୍ଡିର ଚିତ୍ର ବଦଳିବ। ଭାରତକୁ ବିକଶିତ ଭାରତ କାରିବାର ଲକ୍ଷ। କଂଗ୍ରେସ ଏତେ ବର୍ଷ ଶାସନ ପରେ ବି ଗରିବୀ ହଟାଇପାରିଲା ନାହିଁ । ଅଭାବର ଭୂଖଣ୍ଡ ଭାବେ ପରିଚିତ ଥିଲା କଳାହାଣ୍ଡି। ୧୦ ରୁ ୧୫ ବର୍ଷ ଭିତରେ ଭାରତରେ ଗରିବୀ ରହିବେନି। ମାଳବିକା ଏଠାରେ ଜିତିଲେ ଗରିବୀ ରହିବନି। ଗରିବୀ ପାଇଁ ପର୍ଯ୍ୟଟକ କଳାହାଣ୍ଡି ଆସନ୍ତି। ଏବଂ ଏଠାରୁ ଗଲାପରେ ସମ୍ବାଦପତ୍ରରେ ଲେଖା ଲେଖନ୍ତି । ୫ବର୍ଷ ସୁଦ୍ଧା ମୋଦି ସରକାର ସବୁ ସୁବିଧା କରାଇବେ। ବିଜେପି ଯାହା କୁହେ ତାହା କରିଦେଖାଏ। ବିଜେପି ଯାହା କୁହେ ତାହା କରିଦେଖାଏ। ୩୭୦ ହଟାଇବାକୁ କହିଥିଲୁ ହଟାଇଲୁ। ବିଜେପି ଆସିବା ପରେ ଆତଙ୍କବାଦ ଶେଷ ହୋଇଛି। ୮୦ କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    33 ° C
    33 °
    33 °
    32 %
    1.3kmh
    50 %
    Wed
    37 °
    Thu
    38 °
    Fri
    40 °
    Sat
    39 °
    Sun
    40 °

    ସମ୍ବନ୍ଧିତ