Saturday, March 28, 2026
27.6 C
Odisha

    ଭାରସାମ୍ୟ ହରାଇ ଓଲଟିଲା ଲକ୍ଷ୍ମୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

    ଆଗକୁ ପଢନ୍ତୁ

    ଡ୍ରାଇଭରଙ୍କ କହିବାନୁଯାୟୀ ବସ୍‌ର ଷ୍ଟିୟରିଙ୍ଗ କାମ ନକରିବାରୁ ଦୁର୍ଘଟଣା ଘଟିଛି । ଅନ୍ୟପଟେ ବେପରୁଆ ଗାଡିଚାଳନା ପାଇଁ ଏମିତି ଘଟିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଶେଷରେ ବସ୍ ନଦୀ ଭିତରକୁ ପଶି ଯାଇଥିବା ସେ କହିଛନ୍ତି । ତେବେ ଏହି ଲକ୍ଷ୍ମୀ ବସ ଦୁର୍ଘଟଣା କିଛି ନୂଆ କଥା ନୁହେଁ । ବ୍ରେକ୍‌ ଫେଲ୍‌ ହେବା ଯୋଗୁଁ ହେଉ ଅଥବା ଚାଳକଙ୍କର ଅବହେଳା ଯୋଗୁଁ ଲକ୍ଷ୍ମୀ ବସ୍‌ ପୂର୍ବରୁ ବହୁଥର ଦୁର୍ଘଟଣାର ସାମ୍ନା କରିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    39 %
    2.3kmh
    100 %
    Fri
    27 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ