ଖବରରାଜ୍ୟ ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ମହଙ୍ଗା ପଡିଲା ମଦ ବ୍ୟବସାୟୀଙ୍କୁ ଲାଞ୍ଚ ମାଗିବା By Hemant January 4, 2026 14 0 ଆଗକୁ ପଢନ୍ତୁ Hemant ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ପୋଲିସ ଆଇଆଇସି ବାବୁ । ମହଙ୍ଗା ପଡିଲା ମଦ ବ୍ୟବସାୟୀଙ୍କୁ ଲାଞ୍ଚ ମାଗିବା । ୪୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ପୋଲିସ ଆଇଆଇସି । ଭୁବନେଶ୍ବର ରାଜମହଲ ଛକରେ କଟକ CRRI ଥାନାଧିକାରୀ ବିଜୟ କୁମାର ବାରିକଙ୍କୁ ଲାଞ୍ଚ ଟଙ୍କା ସହ ଧରିଲା ଭିଜିଲାନ୍ସ ଟିମ । Continue Reading ଖବରରାଜ୍ୟ TagsstateVigilance trap police IIC Share FacebookTwitterPinterestWhatsApp Previous articleଅପରେସନ Absolute Resolveରେ ଥରିଲା ଭେନେଜୁଏଲା!, ଭାଷଣରେ ୧୦ଟି ମୁଖ୍ୟ ପଏଣ୍ଟ କହିଛନ୍ତି ଟ୍ରମ୍ପNext articleରାଉରକେଲାରେ ଅଟକିଛି ମାଳମାଳ ପ୍ରକଳ୍ପ: ୨୦୨୫ରେ ସରିଲାନି, ୨୦୨୬ରେ ସମ୍ଭାବନା ଅନ୍ୟାନ୍ୟ ଖବର ବିଜୟା ଦଶମୀରେ ଖସିଲା ସୁନା ଓ ରୁପା ଦାମ୍, କିଣିବା ପୂର୍ବରୁ ଦର ଉପରେ ପକାନ୍ତୁ ନଜର ଶ୍ରୀମନ୍ଦିରରେ ଆଜି ବିଜୟା ଦଶମୀ, ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ ଅନୁଗୋଳରେ ୬୭ତମ ପୋଲିସ ସହିଦ ଦିବସ ପାଳିତ, ଅମର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି କଲେଜ ଛକ ନିକଟରେ ଅଗ୍ନିକାଣ୍ଡ, ଅଳ୍ପକେ ଟଳିଲା ବଡ଼ ଅଘଟଣ ଟାଇଗର ଶ୍ରଫ୍ ଫାୟାରିଂ କେସ୍ ରେ ୩ ଅଭିଯୁକ୍ତଙ୍କୁ ୪୮ ଘଣ୍ଟାର ଟ୍ରାନଜିଟ୍ ରିମାଣ୍ଡ, ଜାଣନ୍ତୁ କେମିତି ଧରାଇଲା ସୁରଟର CCTV? ପାଣିପାଗ Odisha clear sky enter location 28.6 ° C 28.6 ° 28.6 ° 53 % 1.3kmh 0 % Thu 30 ° Fri 29 ° Sat 29 ° Sun 26 ° Mon 26 ° ସମ୍ବନ୍ଧିତ ଶ୍ରୀମନ୍ଦିରରେ ଆଜି ବିଜୟା ଦଶମୀ, ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ ଅନୁଗୋଳରେ ୬୭ତମ ପୋଲିସ ସହିଦ ଦିବସ ପାଳିତ, ଅମର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି କଲେଜ ଛକ ନିକଟରେ ଅଗ୍ନିକାଣ୍ଡ, ଅଳ୍ପକେ ଟଳିଲା ବଡ଼ ଅଘଟଣ ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ବିରଳ ସୁମାତ୍ରାନ୍ ଓରାଙ୍ଗଉଟାନ ଶାବକ