Saturday, January 10, 2026
13.8 C
Odisha

    ଭିଜିଲାନ୍ସ ଜାଲରେ ରାଜ୍ୟ ପରିବହନ ପ୍ରାଧିକରଣର ଡେପୁଟି କମିଶନର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ରାଜ୍ୟ ପରିବହନ ପ୍ରାଧିକରଣର ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତି | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବାବେଳେ ପୁଳା ପୁଳା ଟଙ୍କା ଓ ବିପୁଳ ସୁନାଗହଣା ଜବତ କରାଯାଇଛି | ମିଳିଥିବା ସୂଚନା ମୁତାବକ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି | ଏହି ଚଢ଼ାଉରେ ୨ ଜଣ ଅତିରିକ୍ତ ଏସପି, ୧୩ ଜଣ ଡିଏସ୍ପି, ୧୨ ଜଣ ଇନ୍ସପେକ୍ଟର ପ୍ରମୁଖ ସାମିଲ ହୋଇଛନ୍ତି | ଭିଜିଲାନ୍ସ ପକ୍ଷରୁ ତାଙ୍କର ମୈତ୍ରୀ ବିହାରରେ ଥିବା ବାସଭବନ, ରଘୁନାଥପୁରରେ ଫ୍ଲାଟ, ନୟାଗଡ ରଣପୁରରେ ଫାର୍ମହାଉସ ସହ କଟକସ୍ଥିତ ଅଫିସରେ ଚଢ଼ାଉ ଚାଲିଛି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    13.8 ° C
    13.8 °
    13.8 °
    23 %
    1.7kmh
    86 %
    Fri
    12 °
    Sat
    26 °
    Sun
    28 °
    Mon
    29 °
    Tue
    29 °

    ସମ୍ବନ୍ଧିତ